ପ୍ରବାସୀ ଭାରତୀୟ ସମ୍ମିଳନୀରେ କଳା ମାଧ୍ୟମରେ ରାମାୟଣ ବର୍ଣ୍ଣନା

Pravasi Bharatiya Divas: ଉଭୟ ଭୌଗୋଳିକ ଓ ସାଂସ୍କୃତିକ ଦୃଷ୍ଟିରୁ ରାମାୟଣର ପ୍ରଭାବ ଭାରତୀୟ ସୀମା ଅତିକ୍ରମ କରିଛି। ରାମାୟଣ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‍ଘାଟନ କରିଛନ୍ତି। ପ୍ରବାସୀ ଭାରତୀୟ ଦିବସ (ପିବିଡି) ସମ୍ମିଳନୀରେ ସଂସ୍କୃତି ମନ୍ତ୍ରାଳୟ କଳାର ବ୍ୟବହାର କରି ଦୁଇଟି ଅନନ୍ୟ ସାଂସ୍କୃତିକ ଯାତ୍ରା – ‘ବିଶ୍ୱରୂପ ରାମ: ରାମାୟଣର ସାର୍ବଜନୀନ ପରମ୍ପରା’ ଏବଂ ‘ରାମକଥା: ଦ ଲିଭିଂ ଟ୍ରାଡିସନ’ ବର୍ଣ୍ଣନା କରୁଛି, ଯାହା ଭଗବାନ ରାମଙ୍କ ଐତିହ୍ୟ ଏବଂ ବିଭିନ୍ନ ଦେଶଦ୍ୱାରା … Continue reading ପ୍ରବାସୀ ଭାରତୀୟ ସମ୍ମିଳନୀରେ କଳା ମାଧ୍ୟମରେ ରାମାୟଣ ବର୍ଣ୍ଣନା