Pawan khera in trouble II ଅଡ଼ୁଆରେ ପବନ ଖେଡ଼ା

କଂଗ୍ରେସ ମୁଖପାତ୍ରଙ୍କୁ ନିର୍ବାଚନ କମିଶନଙ୍କୁ ନିର୍ବାଚନ କମିଶନ ନୋଟିସ୍‍ ମିଳିଛି। ଏ ନୋଟିସ୍‍ ବିହାର କିମ୍ବା ଏସ୍‍ଆଇଆର୍‍ ସମ୍ପର୍କିତ ନୁହେଁ, ବରଂ ଏ ନୋଟିସ୍‍ ଆସିଛି ଆଇନ ଉଲ୍ଲଂଘନ କରିବା ନେଇ। ଲୋକପ୍ରତିନିଧି ଆଇନ ୧୯୫୦କୁ ଉଲ୍ଲଂଘନ କରିଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଛି। ଆଉ ନିର୍ବାଚନ କମିଶନ ତାଙ୍କୁ ୮ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ମୁଖପାତ୍ର ଜଣକ ହେଉଛନ୍ତି ପବନ ଖେଡ଼ା। ଦିଲ୍ଲୀର ନିବାସୀ। ଭୋଟର ତାଲିକାରେ … Continue reading Pawan khera in trouble II ଅଡ଼ୁଆରେ ପବନ ଖେଡ଼ା