ପୁଅ ପାଇଁ ତିରୁପତିରେ ମୁଣ୍ଡନ ହେଲେ ପତ୍ନୀ ଆନ୍ନା ଲେଜ୍ନେଭା

Pawan Kalyan: ଅଭିନେତା ତଥା ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ଏବଂ ତାଙ୍କ ପତ୍ନୀ ଆନ୍ନା ଲେଜନେଭାଙ୍କ ସାନ ପୁଅ ମାର୍କ ନିକଟରେ ସିଙ୍ଗାପୁରର ଏକ ସ୍କୁଲରେ ଅଗ୍ନିକାଣ୍ଡରେ ଆହତ ହୋଇଥିଲେ। ନିକଟରେ କଲ୍ୟାଣ ନିଜ ପୁଅକୁ କୋଳରେ ଧରି ସିଙ୍ଗାପୁରରୁ ହାଇଦ୍ରାବାଦ ଫେରୁଥିବା ବେଳେ ତାଙ୍କୁ କଡ଼ା ସୁରକ୍ଷା ପ୍ରଦାନ କରାଯାଇଥିଲା । ପରେ ପୁଅର ସୁରକ୍ଷା ପାଇଁ ଭଗବାନଙ୍କୁ ଧନ୍ୟବାଦ ଜଣାଇବା ପାଇଁ ପବନ କଲ୍ୟାଣଙ୍କ ପତ୍ନୀ ଆନ୍ନା ତିରୁମାଲା ଯାଇ ଭଗବାନ ଭେଙ୍କଟେଶ୍ୱରଙ୍କ … Continue reading ପୁଅ ପାଇଁ ତିରୁପତିରେ ମୁଣ୍ଡନ ହେଲେ ପତ୍ନୀ ଆନ୍ନା ଲେଜ୍ନେଭା