ରାସ୍ତାରେ ନମାଜ ପଢ଼ିଲେ ବାତିଲ ହେବ ପାସପୋର୍ଟ ଓ ଡ୍ରାଇଭିଂ ଲାଇସେନ୍ସ: ମେରଠ ପୋଲିସ

Meerut: ଇଦ୍-ଉଲ୍-ଫିତର ସମୟରେ ସାମୂହିକ ନମାଜକୁ ନେଇ ଉତ୍ତରପ୍ରଦେଶ ପୁଲିସ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ମେରଠ ପୋଲିସ ସ୍ପଷ୍ଟ କରିଛି ଯେ ଚଳିତ ବର୍ଷ ସହରର ରାସ୍ତାରେ ନମାଜ ପାଠ କରିବାକୁ ଅନୁମତି ଦିଆଯିବ ନାହିଁ । ଯଦି କେହି ରାସ୍ତାରେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳେ ତେବେ ତାଙ୍କ ବିରୋଧରେ ଏତଲା ରୁଜୁ କରାଯିବା ସହ ସେମାନଙ୍କ ପାସପୋର୍ଟ ଓ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇପାରେ। ମେରଠ ଏସପି ସିଟି ଆୟୁଷ ବିକ୍ରମ … Continue reading ରାସ୍ତାରେ ନମାଜ ପଢ଼ିଲେ ବାତିଲ ହେବ ପାସପୋର୍ଟ ଓ ଡ୍ରାଇଭିଂ ଲାଇସେନ୍ସ: ମେରଠ ପୋଲିସ