ପାଣ୍ଡିଆନଙ୍କ ସମର୍ଥନରେ ବାହାରିଲେ ଦଳୀୟ ନେତା

ବିଜୁ ଜନତା ଦଳ (ବିଜେଡି) ଭିତରେ ଭିକେ ପାଣ୍ଡିଆନଙ୍କ ବିରୋଧରେ ସମାବେଶ ଓ ଅସନ୍ତୋଷକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଦଳ ଭିତରେ ଏକତା ପ୍ରଦର୍ଶନ କରିବା ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଦୋହରାଇବା ଉଦ୍ଦେଶ୍ୟରେ ଦଳର ଅନେକ ବରିଷ୍ଠ ନେତା ନିଜର ମତ ରଖିବାକୁ ଆଗେଇ ଆସିଛନ୍ତି। ବିଜେଡି ନେତାଙ୍କ ବୟାନ… ଆଭ୍ୟନ୍ତରୀଣ କଳହ ଉପରେ ପ୍ରତିକ୍ରିୟା ରଖି ବିଜେଡି ନେତ ମଙ୍ଗଳା କିଷାନ କହିଛନ୍ତି ଯେ କିଛି ବରିଷ୍ଠ ନେତା ଦଳର ପ୍ରତିନିଧି ଭାବରେ … Continue reading ପାଣ୍ଡିଆନଙ୍କ ସମର୍ଥନରେ ବାହାରିଲେ ଦଳୀୟ ନେତା