Party defections: Congress loses most; BJP gains || ଦଳତ୍ୟାଗ: କଂଗ୍ରେସର ସର୍ବାଧିକ କ୍ଷତି; ବିଜେପି ଲାଭବାନ

ଭାରତୀୟ ରାଜନୀତିର ଇତିହାସରେ ଏକ ସମୟ ଥିଲା, ଯେତେବେଳେ କଂଗ୍ରେସ ଦଳରୁ ବାହାରିବା ଅର୍ଥ ନିଜର ରାଜନୈତିକ ଭବିଷ୍ୟତକୁ ଜଳାଞ୍ଜଳି ଦେବା ସହ ସମାନ ଥିଲା। କିନ୍ତୁ ଆଜି ସମୟର ଚକ୍ର ବଦଳି ଯାଇଛି। ବର୍ତ୍ତମାନ କଂଗ୍ରେସ ତ୍ୟାଗ କରିବା ଅନେକ ନେତାଙ୍କ ପାଇଁ “ରାଜନୈତିକ ଆତ୍ମହତ୍ୟା” ନୁହେଁ, ବରଂ ନିଜର ଅସ୍ତିତ୍ୱ ରକ୍ଷା ଓ କ୍ଷମତା ପରିସରରେ ରହିବାର ଏକ ସହଜ “ସର୍ଟକର୍ଟ” ପାଲଟିଛି। ଦଳର ଦୁର୍ବଳ ସାଂଗଠନିକ ଢାଞ୍ଚା ଏବଂ ନେତୃତ୍ୱର ଦ୍ୱନ୍ଦ୍ୱ ଯୋଗୁଁ … Continue reading Party defections: Congress loses most; BJP gains || ଦଳତ୍ୟାଗ: କଂଗ୍ରେସର ସର୍ବାଧିକ କ୍ଷତି; ବିଜେପି ଲାଭବାନ