ପାର୍ଟ୍ ଟାଇମ୍ ବ୍ଲଗର…ଫୁଲ୍ ଟାଇମ୍ ଏଜେଣ୍ଟ୍

ହରିଆନା ହିସାରର ନ୍ୟୁ ଅଗ୍ରସେନ କଲୋନୀର ୩୩ ବର୍ଷୀୟ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରାଯାଇଛି। ଏକ ସାଧାରଣ ପରିବାରରୁ ଆସିଥିବା ଜ୍ୟୋତିଙ୍କର ଆଡ଼ମ୍ବରପୂର୍ଣ୍ଣ ଜୀବନଯାପନ କରିବାର ଇଚ୍ଛା ତାଙ୍କୁ କଥିତରୂପେ ଦେଶ ବିରୋଧୀ କାର୍ଯ୍ୟକଳାପ ଆଡ଼କୁ ଠେଲି ଦେଇଥିଲା। ଜ୍ୟୋତି ତାଙ୍କ ପିତା ହରିଶ ମାଲହୋତ୍ରାଙ୍କ ସହ ୫୮ ଗଜର ଏକ ଘରେ ରହୁଛନ୍ତି। ତାଙ୍କ ପିତା ପେଶାରେ ଜଣେ ବଢ଼େଇ ଏବଂ ମାଆଙ୍କ ସହ ତାଙ୍କର ବିବାହ ବିଚ୍ଛେଦ … Continue reading ପାର୍ଟ୍ ଟାଇମ୍ ବ୍ଲଗର…ଫୁଲ୍ ଟାଇମ୍ ଏଜେଣ୍ଟ୍