ନୂଆ ଆୟକର ବିଲ ସମୀକ୍ଷା ପାଇଁ ସଂସଦୀୟ କମିଟି ବୈଠକ

Income Tax: କମିଟିର ସଦସ୍ୟମାନଙ୍କୁ ନୂତନ ବିଲ୍ ବିଷୟରେ ଅବଗତ କରାଯାଇଥିଲା ଓ କେତେକ ସଦସ୍ୟ ଏହି ବିଲକୁ ନେଇ ପ୍ରାରମ୍ଭିକ ସନ୍ଦେହ ଏବଂ ପ୍ରଶ୍ନ ଉଠାଇଥିଲେ ଆୟକର ବିଲ୍ -୨୦୨୫ର ସମୀକ୍ଷା ପାଇଁ ଗଠିତ ସିଲେକ୍ଟ୍ ସଂସଦ କମିଟି ସୋମବାର ପ୍ରଥମ ଥର ପାଇଁ ବୈଠକ କରିଛି। ମିଳିଥିବା ସୂଚନା ଅନୁଯାୟୀ, କମିଟିର ସଦସ୍ୟମାନଙ୍କୁ ନୂତନ ବିଲ୍ ବିଷୟରେ ଅବଗତ କରାଯାଇଥିଲା ଏବଂ କିଛି ସଦସ୍ୟ ଏହି ବିଲ୍କୁ ନେଇ ପ୍ରାରମ୍ଭିକ ସନ୍ଦେହ ଓ ପ୍ରଶ୍ନ … Continue reading ନୂଆ ଆୟକର ବିଲ ସମୀକ୍ଷା ପାଇଁ ସଂସଦୀୟ କମିଟି ବୈଠକ