ଏକ ରାଷ୍ଟ୍ର, ଏକ ନିର୍ବାଚନ ରାସ୍ତାରେ ବଡ଼ ପ୍ରତିବନ୍ଧକ କ’ଣ?
One Nation, One Election Bill: କେନ୍ଦ୍ର କ୍ୟାବିନେଟ୍ ‘ଏକ ଦେଶ, ଏକ ନିର୍ବାଚନ’ ବିଲକୁ ଅନୁମୋଦନ କରିଛି। ଏହି ବିଲ୍ ରେ ସମ୍ବିଧାନରେ ସଂଶୋଧନ କରାଯାଇ ଲୋକସଭା ଓ ବିଧାନସଭାର ଏକକାଳୀନ ନିର୍ବାଚନ ପାଇଁ ବ୍ୟବସ୍ଥା କରାଯାଇଛି। ସଂସଦରେ ଉପସ୍ଥାପିତ ହେବା ପରେ ଏହାକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇପାରିବ। କେନ୍ଦ୍ର କ୍ୟାବିନେଟରେ ଗୁରୁବାର ଅନୁମୋଦନ ପାଇଥିବା ‘ଏକ ଦେଶ, ଏକ ନିର୍ବାଚନ‘ ବିଲ୍ ସମ୍ବିଧାନରେ ଆବଶ୍ୟକ ସଂଶୋଧନ ଆଣିବା ପାଇଁ ଚଳିତ ଶୀତକାଳୀନ ଅଧିବେଶନରେ … Continue reading ଏକ ରାଷ୍ଟ୍ର, ଏକ ନିର୍ବାଚନ ରାସ୍ତାରେ ବଡ଼ ପ୍ରତିବନ୍ଧକ କ’ଣ?
Copy and paste this URL into your WordPress site to embed
Copy and paste this code into your site to embed