Parliament Scuffle Row : ସଂସଦ ବାହାରେ ଧସ୍ତାଧସ୍ତିରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇଛନ୍ତି। ଉଭୟଙ୍କୁ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଷଡ଼ଙ୍ଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ହସ୍ପିଟାଲରେ ରାଜନାଥ ସିଂହ ଓ ଅନ୍ୟ ନେତାମାନେ ତାଙ୍କୁ ଭେଟିଥିଲେ। ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ହୃଦରୋଗୀ ଓ ମୁକେଶ ରାଜପୁତ ଆହତ ହୋଇଛନ୍ତି ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି ହେଲେ ଦୁଇ … Continue reading ମୁକେଶ ରାଜପୁତଙ୍କ ବିପି ବଢ଼ିଲା, ପ୍ରତାପ ଷଡ଼ଙ୍ଗୀ ହୃଦରୋଗୀ; ସଂସଦ ସଂଘର୍ଷରେ ଆହତ ହୋଇଥିବା ସାଂସଦଙ୍କ ଅବସ୍ଥାକୁ ନେଇ କ’ଣ କହିଲେ ଡାକ୍ତର?
Copy and paste this URL into your WordPress site to embed
Copy and paste this code into your site to embed