ସଂସଦରେ ଅନୁମୋଦନ ହେଲା ବ୍ୟାଙ୍କିଙ୍ଗ ବିଲ୍; ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଏବେ ୧୦ ବର୍ଷ
Nirmala Sitharaman: ବୁଧବାର ସଂସଦରେ ବ୍ୟାଙ୍କିଙ୍ଗ୍ ଆଇନ (ସଂଶୋଧନ) ବିଲ୍ ୨୦୨୪ ଗୃହୀତ ହୋଇଛି ଏବଂ ରାଜ୍ୟସଭା ଏହାକୁ ସ୍ୱର ଭୋଟରେ ଅନୁମୋଦନ କରିଛି। ଏହି ବିଲ୍ ରେ ବ୍ୟାଙ୍କ ଆକାଉଣ୍ଟଧାରୀମାନେ ୪ ଜଣଙ୍କୁ ମନୋନୀତ କରିପାରିବେ ଏବଂ ବ୍ୟାଙ୍କିଙ୍ଗ୍ ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମବାୟ ବ୍ୟାଙ୍କଗୁଡ଼ିକର ଶାସନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ହୋଇଥିବା ପ୍ରମୁଖ ସଂଶୋଧନ ଉପରେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ ବାଣିଜ୍ୟିକ ବ୍ୟାଙ୍କଗୁଡିକରେ … Continue reading ସଂସଦରେ ଅନୁମୋଦନ ହେଲା ବ୍ୟାଙ୍କିଙ୍ଗ ବିଲ୍; ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଏବେ ୧୦ ବର୍ଷ
Copy and paste this URL into your WordPress site to embed
Copy and paste this code into your site to embed