Parliament Monsoon Session Lok Sabha Discuss Operation Sindoor Congress Mp Shashi Tharoor Says Maunvrat ।। ଅପରେସନ ସିନ୍ଦୂର ଆଲୋଚନା କଥା ଶୁଣି କାହିଁକି ଶଶି ଥରୁର କହିଲେ ମୌନ ବ୍ରତ?

ଆଜି ସଂସଦରେ ଅପରେସନ ସିନ୍ଦୂର ଉପରେ ଆଲୋଚନା ହେବାକୁ ଯାଉଛି। କଂଗ୍ରେସ ଏହି ଆଲୋଚନାରେ ଅଂଶଗ୍ରହଣ କରୁଥିବା ବକ୍ତାଙ୍କ ତାଲିକା ପ୍ରକାଶ କରିଛି। ବିଶେଷ କଥା ହେଉଛି ଏଥିରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନାମ ନାହିଁ। ଏହି ଆଲୋଚନାରେ ଅଂଶଗ୍ରହଣ କରିବାକୁ ନିଜେ ଶଶି ଥରୁର ମନା କରିଥିବା ଜଣାପଡ଼ିଛି। ଏବେ ପ୍ରଶ୍ନ ହେଉଛି କଂଗ୍ରେସର ଷ୍ଟାର ବକ୍ତା ଥିବା ଶଶି ଥରୁର ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ କରିବାକୁ କାହିଁକି ମନା କରିଥିଲେ। ଏହାର … Continue reading Parliament Monsoon Session Lok Sabha Discuss Operation Sindoor Congress Mp Shashi Tharoor Says Maunvrat ।। ଅପରେସନ ସିନ୍ଦୂର ଆଲୋଚନା କଥା ଶୁଣି କାହିଁକି ଶଶି ଥରୁର କହିଲେ ମୌନ ବ୍ରତ?