‘୨୪ରେ ୧୬ଟି ବିଲକୁ ସଂସଦ ମଞ୍ଜୁରୀ

ଗୁରୁତ୍ୱପୂର୍ଣ୍ଣ ରହିଛି ବିମାନ ବିଲ୍ ଏବଂ ସାର୍ବଜନୀନ ପରୀକ୍ଷା ଆଇନ ସରିଯାଇଛି ୨୦୨୪ ବର୍ଷ। ଏଥର ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ସହ ବିଜେପି ସରକାର ତୃତୀୟଥର ଗାଦିକୁ ଫେରି ସୃଷ୍ଟି କରିଛି ବିରଳ ରେକର୍ଡ଼। ତେବେ ୨୦୨୪ ମସିହାରେ ସଂସଦର ଉଭୟ ଗୃହରେ ବିମାନ ବିଲ୍ ଏବଂ ସାର୍ବଜନୀନ ପରୀକ୍ଷା ଆଇନ ସମେତ ମୋଟ ୧୬ଟି ବିଲ୍ ପାରିତ ହୋଇଛି ବୋଲି ମଙ୍ଗଳବାର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ … Continue reading ‘୨୪ରେ ୧୬ଟି ବିଲକୁ ସଂସଦ ମଞ୍ଜୁରୀ