ସମ୍ବଲପୁରରେ ସ୍କୁଲ୍‌ରେ ତାଲା ପକାଇଲେ ଅଭିଭାବକ: ଖୋଲା ଆକାଶ ତଳେ ବସି ପାଠ ପଢ଼ିଲେ ଛାତ୍ରଛାତ୍ରୀ || Parents lock down school in Sambalpur: Students sit in open air to study

ରାଜ୍ୟ ସରକାର ସ୍କୁଲ୍ ରୂପାନ୍ତରଣ ଏବଂ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାର ଡିଣ୍ଡିମ ପିଟୁଥିବା ବେଳେ ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ସମ୍ବଲପୁରରୁ ଆସିଛି ଏକ ଉଦ୍‌ବେଗଜନକ ଚିତ୍ର। ବିପଦପୂର୍ଣ୍ଣ ତଥା ଭଙ୍ଗାରୁଜା ବିଦ୍ୟାଳୟ ଗୃହରେ ପିଲାମାନଙ୍କୁ ପାଠ ପଢ଼ାଯାଉଥିବାରୁ ନିଜ ସନ୍ତାନଙ୍କ ସୁରକ୍ଷାକୁ ନେଇ ଅସନ୍ତୋଷ ପ୍ରକାଶ କରି ସ୍କୁଲ୍‌ର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି ଉତ୍ତ୍ୟକ୍ତ ଅଭିଭାବକ। ଏହାର ପ୍ରତିବାଦ ସ୍ୱରୂପ ବିଦ୍ୟାଳୟ ବାରଣ୍ଡା ତଥା ଖୋଲା ପଡ଼ିଆରେ ବସି କୋମଳମତି ଛାତ୍ରଛାତ୍ରୀମାନେ ପାଠ … Continue reading ସମ୍ବଲପୁରରେ ସ୍କୁଲ୍‌ରେ ତାଲା ପକାଇଲେ ଅଭିଭାବକ: ଖୋଲା ଆକାଶ ତଳେ ବସି ପାଠ ପଢ଼ିଲେ ଛାତ୍ରଛାତ୍ରୀ || Parents lock down school in Sambalpur: Students sit in open air to study