Pankaj Dheer died ।। ଆଖିବୁଜିଲେ ମହାଭାରତର କର୍ଣ୍ଣ

ବର୍ତ୍ତମାନ ଚଳଚ୍ଚିତ୍ର ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସୁଛି। ପ୍ରଖ୍ୟାତ ଅଭିନେତା ପଙ୍କଜ ଧୀରଙ୍କ ଦେହାନ୍ତ ହୋଇଛି। ସେ ୬୮ ବର୍ଷ ବୟସରେ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କୁହାଯାଉଛି ଯେ ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ, ଯାହା ଫଳରେ ସେ ଜୀବନ ଯୁଦ୍ଧରେ ହାରି ଗଲେ ଏବଂ ଅକ୍ଟୋବର ୧୫ ତାରିଖରେ ଏହି ଦୁନିଆ ଛାଡି ଚାଲିଗଲେ। ପଙ୍କଜ ଧୀର ନିର୍ଦ୍ଦେଶକ ବି.ଆର. ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣଙ୍କ … Continue reading Pankaj Dheer died ।। ଆଖିବୁଜିଲେ ମହାଭାରତର କର୍ଣ୍ଣ