ଚାକିରି ଛାଡ଼ିଲେ ପାଣ୍ଡିଆନ୍ଙ୍କ ପତ୍ନୀ! ଭାଗ ବଣ୍ଟା ଛିଣ୍ଡିଛି ତ?
IAS Sujata Raut: ଏବେ ସୁଜାତା ଚାକିରି ଛାଡ଼ିବା ନେଇ ପ୍ରଶ୍ନ ଉଠୁଛି ବିଜେଡିର ଏବେ କ’ଣ ହେବ? ଦଳର ସାଢ଼େ ଛଅଶହ କୋଟି ଟଙ୍କାର ପାଣ୍ଠି ଓ ସଂଗଠନ କିପରି ପରିଚାଳନା ହେବ? ଏନେଇ ଭାଗବଣ୍ଟା ଛିଣ୍ଡିଛି ତ? ନା ପାଣ୍ଡିଆନ ବିଦେଶରୁ ନିୟନ୍ତ୍ରଣ କରିବେ ବିଜେଡି ବ୍ୟାପାର? ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବଭାବେ କାର୍ଯ୍ୟ କରୁଥିବା ୨୦୦୦ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟନ ଚାକିରିରୁ ବାହାରିଛନ୍ତି। … Continue reading ଚାକିରି ଛାଡ଼ିଲେ ପାଣ୍ଡିଆନ୍ଙ୍କ ପତ୍ନୀ! ଭାଗ ବଣ୍ଟା ଛିଣ୍ଡିଛି ତ?
Copy and paste this URL into your WordPress site to embed
Copy and paste this code into your site to embed