ରାଜନୈତିକ ଗୁରୁ ନବୀନଙ୍କୁ ଓଡ଼ିଆ ତେରଛା ବାଣ ମାରି କ୍ଷମା ମାଗିଲେ ପାଣ୍ତିଆନ୍! ପୁଣି ରାଜନୀତିକୁ ଫେରିବାକୁ ଫନ୍ଦି
VK Pandian : ଶ୍ରୀ ପାଣ୍ଡିଆନ ଲେଖିଛନ୍ତି, ‘ଭୁଲ ସମସ୍ତଙ୍କ ଜୀବନରେ ହୋଇଥାଏ, ଯଦି କାହାର କିଛି ଅସୁବିଧା ହୋଇଛି ସେଥିପାଇଁ ସମସ୍ତ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା। ଓଡ଼ିଶାରେ ଜନ୍ମ ହେବା ଯେତିକି ଜରୁରୀ ନୁହେଁ ଓଡ଼ିଆ କହିବା ଏବଂ ଓଡ଼ିଆଙ୍କ ସୁଖ ଦୁଃଖର ସାଥି ହେବା ଆବଶ୍ୟକ।’ ଏକଦା ବିଜେଡି ସରକାର ସମୟରେ ଅଯାଚିତ କ୍ଷମତାର ଉପସର୍ଗ ସାଜିଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି। ଅବଶ୍ୟ ତାଙ୍କ … Continue reading ରାଜନୈତିକ ଗୁରୁ ନବୀନଙ୍କୁ ଓଡ଼ିଆ ତେରଛା ବାଣ ମାରି କ୍ଷମା ମାଗିଲେ ପାଣ୍ତିଆନ୍! ପୁଣି ରାଜନୀତିକୁ ଫେରିବାକୁ ଫନ୍ଦି
Copy and paste this URL into your WordPress site to embed
Copy and paste this code into your site to embed