ଫସୁକି ଗଲା ଜନ୍ମଦିନରେ ପାଣ୍ଡିଆନଙ୍କ ରି-ଏଣ୍ଟ୍ରୀ ପ୍ଲାନ୍ ? || Pandian’s re-entry plan on his birthday has fallen through?

ଭିକେ ପାଣ୍ଡିଆନଙ୍କ ଜନ୍ମଦିନକୁ କେନ୍ଦ୍ର କରି ପୁଣି ଚର୍ଚ୍ଚାରେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି; “ପାଣ୍ଡିଆନ ଫେରିଆସ” ନାରେଟିଭ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ଓଡ଼ିଶାର ପୂର୍ବତନ ପ୍ରଭାବଶାଳୀ ପ୍ରଶାସକ ଏବଂ ବିଜୁ ଜନତା ଦଳ (ବିଜେଡି)ର ପୂର୍ବତନ ନେତୃତ୍ୱମୁଖ୍ୟ ଭିକେ ପାଣ୍ଡିଆନ ପୁଣିଥରେ ରାଜନୈତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛନ୍ତି। ମେ ୨୯ରେ ତାଙ୍କ ଜନ୍ମଦିନକୁ କେନ୍ଦ୍ର କରି ସୋସିଆଲ ମିଡିଆରେ “ପାଣ୍ଡିଆନ ତୁମେ ଫେରିଆସ” ଭଳି ପୋଷ୍ଟ ଭାଇରାଲ୍ ହେବା ପରେ ବିଜେଡିର ଭବିଷ୍ୟତ ନେତୃତ୍ୱ ଓ … Continue reading ଫସୁକି ଗଲା ଜନ୍ମଦିନରେ ପାଣ୍ଡିଆନଙ୍କ ରି-ଏଣ୍ଟ୍ରୀ ପ୍ଲାନ୍ ? || Pandian’s re-entry plan on his birthday has fallen through?