Pandian’s ecosystem: Past and present, how elected governments become crippled ।। ପାଣ୍ଡିଆନଙ୍କ ଇକୋସିଷ୍ଟମ : ଅତୀତ ଓ ବର୍ତ୍ତମାନ, ନିର୍ବାଚିତ ସରକାର କେମିତି ହୋଇଯାଏ ପଙ୍ଗୁ

ଓଡ଼ିଶାରେ ଅଫିସରମାନଙ୍କର ଆଧିପତ୍ୟ, ଯାହାକୁ ସାଧାରଣତଃ ‘ବାବୁରାଜ’ କୁହାଯାଏ । ଏକ ଦୀର୍ଘଦିନର ସମସ୍ୟା ହୋଇ ରହିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରୀ ଅଫିସରମାନଙ୍କ (ଓଏଏସ୍) କାର୍ଯ୍ୟବନ୍ଦ ଆନ୍ଦୋଳନ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାଭାବେ ଉଭା ହୋଇଛି । ଏହା ସରକାରୀ ବ୍ୟବସ୍ଥାରେ ଅଫିସରମାନଙ୍କର ଅତ୍ୟଧିକ ପ୍ରଭାବ ଏବଂ ନିର୍ବାଚିତ ସରକାରଙ୍କ ଉପରେ ଏହାର ପ୍ରଭାବକୁ ପୁଣିଥରେ ଆଲୋଚନାକୁ ଆଣିଛି । ଓଡ଼ିଶାରେ ବାବୁରାଜ କିଛି ନୂଆ କଥା ନୁହେଁ । ମାତ୍ର ବର୍ଷେ ଦୁଇବର୍ଷ ତଳେ … Continue reading Pandian’s ecosystem: Past and present, how elected governments become crippled ।। ପାଣ୍ଡିଆନଙ୍କ ଇକୋସିଷ୍ଟମ : ଅତୀତ ଓ ବର୍ତ୍ତମାନ, ନିର୍ବାଚିତ ସରକାର କେମିତି ହୋଇଯାଏ ପଙ୍ଗୁ