ପାଣ୍ଡିଆନଙ୍କ ଜନ୍ମଦିନ ଓ ଡିଜିଟାଲ ବିଳାପ || Pandian’s birthday and digital mourning

ରାତି ପାହିଲେ ଏକ ସ୍ୱତନ୍ତ୍ର ଜନ୍ମଦିନ। ଏମିତି ଜଣେ ବ୍ୟକ୍ତିଙ୍କ ଜନ୍ମଦିନ, ଯିଏ ଦିନେ ଓଡ଼ିଶା ରାଜନୀତିର ସବୁଠାରୁ ଶକ୍ତିଶାଳୀ କେନ୍ଦ୍ରବିନ୍ଦୁ ଥିଲେ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କର ସବୁଠାରୁ ପ୍ରିୟ, ଦଳର ତଥାକଥିତ ଚାଣକ୍ୟ ତଥା ଓଡ଼ିଶାର ଚର୍ଚ୍ଚିତ ଚେହେରା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଜନ୍ମଦିନ।  କିନ୍ତୁ ଆଜି ସମୟ ବଦଳି ଯାଇଛି। ସମୟର ଚକ ଏମିତି ଘୂରିଛି ଯେ, ଦିନେ ଯାହାଙ୍କ ଗୋଟିଏ ନିର୍ଦ୍ଦେଶରେ ସାରା ଓଡ଼ିଶାର ପ୍ରଶାସନ ଓ ରାଜନୀତି ଉଠୁଥିଲା ବସୁଥିଲା, … Continue reading ପାଣ୍ଡିଆନଙ୍କ ଜନ୍ମଦିନ ଓ ଡିଜିଟାଲ ବିଳାପ || Pandian’s birthday and digital mourning