‘ନିଖୋଜ’ ବାଣରେ ଘାଇଲା ପାଣ୍ଡିଆନ || Pandian wounded by ‘missing’ arrow

ଓଡ଼ିଶା ରାଜନୀତି ଏବେ ଏକ ଅଜବ ସନ୍ଧିକ୍ଷଣ ଦେଇ ଗତି କରୁଛି। ଗୋଟିଏ ପଟେ ଶାସକ ବିଜେପି ନିଜର ସ୍ଥିତି ଜାହିର କରୁଥିବାବେଳେ, ଅନ୍ୟପଟେ ବିରୋଧୀ ଆସନରେ ବସିଥିବା ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଏକ ‘ଅଦୃଶ୍ୟ ସେତୁ’ ଗଢ଼ିଉଠୁଥିବା ପରି ମନେହେଉଛି। ମାର୍ଚ୍ଚ ୩୧ ତାରିଖରେ ବିଧାନସଭା ଗୃହ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏକ ମନ୍ତବ୍ୟ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି। ସେ କହିଛନ୍ତି ଯେ, ରାଜ୍ୟରେ ଏକ ନାଟକ ଚାଲିଛି, … Continue reading ‘ନିଖୋଜ’ ବାଣରେ ଘାଇଲା ପାଣ୍ଡିଆନ || Pandian wounded by ‘missing’ arrow