‘Pandian Syndrome’ in BJP too! ।। ବିଜେପିରେ ବି ‘ପାଣ୍ଡିଆନ୍‍ ସିଣ୍ଡ୍ରୋମ’!

ରାଜ୍ୟ ବିଜେପିରେ ସବୁକିଛି ଠିକ୍‍ ଚାଲି ନାହିଁ। ଯେଉଁ ବିଜେପି ଦିନେ ବିଜେଡିର ‘ଚାଣକ୍ୟ’ ବୋଲାଉଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ଙ୍କ ବିରୋଧରେ ଅଭିଯୋଗମୂଳକ ପ୍ରଚାର କରି ଓଡ଼ିଆ ମତଦାତାଙ୍କ ମନରେ ନିଜେ ନିଜକୁ ବିକଳ୍ପଭାବେ ପରିଚିତ କରିଥିଲା, ଆଜି ସେହି ବିଜେପି ଆଶଙ୍କା ଭିତରେ। ଏଠାରେ ବି ନେତା ଓ କର୍ମୀମାନଙ୍କ ଆତ୍ମବିଶ୍ୱାସ ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି। ତଳୁ ଉପର ଯାଏ କେଉଁଠି କିଛି ନିଷ୍ପତ୍ତି ନା ଆଗକୁ ବଢ଼ୁଛି ନା ଘଟୁଛି। ଦୁଇ … Continue reading ‘Pandian Syndrome’ in BJP too! ।। ବିଜେପିରେ ବି ‘ପାଣ୍ଡିଆନ୍‍ ସିଣ୍ଡ୍ରୋମ’!