Pandian is the all-powerful figure in Odisha politics. ।। ଓଡ଼ିଶା ରାଜନୀତିରେ ପାଣ୍ଡିଆନ ସର୍ବଶକ୍ତିମାନ

ରାଜ୍ୟ ରାଜନୀତିରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ଙ୍କ ନାଁ କାହାକୁ ଅଛପା ନାହିଁ। ତାମିଲନାଡ଼ୁର ମଦୁରାଇ ବାସିନ୍ଦା, ପଞ୍ଜାବ କ୍ୟାଡର ଆଇଏଏସ୍‍ ଅଧିକାରୀ, ଓଡ଼ିଶାର ଜ୍ୱାଇଁ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଖାସ୍‍। କେନ୍ଦ୍ରାପଡ଼ାର ଅନ୍ୟତମ ଆଇଏଏସ୍‍ ଅଫିସର ସୁଜାତା ରାଉତଙ୍କୁ ବାହା ହେବା ପରେ ସେ ଓଡ଼ିଶା କ୍ୟାଡରର ଅଧିକାରୀଭାବେ ବଦଳି ହୋଇ ଆସିଥିଲେ। ଓଡ଼ିଶାରେ ତୃଣମୂଳଠାରୁ ଆରମ୍ଭ କରି ସର୍ବୋଚ୍ଚ ଅଧିକାରୀଙ୍କ ଭୂମିକାରେ ସେ କାର୍ଯ୍ୟ କରିଛନ୍ତି। ଓଡ଼ିଶାର ସର୍ବବୃହତ୍‍ ଆଞ୍ଚଳିକ ଦଳକୁ … Continue reading Pandian is the all-powerful figure in Odisha politics. ।। ଓଡ଼ିଶା ରାଜନୀତିରେ ପାଣ୍ଡିଆନ ସର୍ବଶକ୍ତିମାନ