Pandian is ‘our own’, Naveen is ‘someone else ।। ପାଣ୍ଡିଆନ ‘ନିଜର’, ନବୀନ ‘ପର’?

ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କେବଳ ଗୋଟିଏ ଦଳ ନୁହେଁ, ଗୋଟିଏ ପ୍ରଣାଳୀ ଭାବେ କାମ କରିଆସିଛି। ଏହି ପ୍ରଣାଳୀର କେନ୍ଦ୍ରବିନ୍ଦୁରେ ରହିଛନ୍ତି ନବୀନ ପଟ୍ଟନାୟକ- ଶାନ୍ତ ଚେହେରା, ସଦା ନିରବ, ବିବାଦଠାରୁ ଦୂରତା ରଖୁଥିବା ନେତା। କିନ୍ତୁ ସମୟ ସହିତ ଏହି ପ୍ରଣାଳୀରେ ଆଉ ଗୋଟିଏ କେନ୍ଦ୍ର ଗଢ଼ିଉଠିଛି-ଭୈରବ କାର୍ତ୍ତିକେୟନ ପାଣ୍ଡିଆନ। ଆଜି ବିଜେଡି ଭିତରେ ଏକ ଅଦ୍ଭୁତ ବିରୋଧାଭାସ ସ୍ପଷ୍ଟ ଭାବରେ ଦେଖାଯାଉଛି। ତାହା … Continue reading Pandian is ‘our own’, Naveen is ‘someone else ।। ପାଣ୍ଡିଆନ ‘ନିଜର’, ନବୀନ ‘ପର’?