Pandian has cleverly outmaneuvered Naveen II ନବୀନଙ୍କୁ ପଦାରେ ପକାଇଦେଲେ ପାଣ୍ଡିଆନ!

ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର ସଭାପତି ତଥା ବିଗତ ୨୪ବର୍ଷର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଅବିସ୍ମରଣୀୟ ଅଧ୍ୟାୟ। ଜଣେ ଶାନ୍ତ, ସରଳ, କିନ୍ତୁ ଅଦମ୍ୟ ସଂକଳ୍ପବାନ ନେତା ଯିଏ ଦୁଇ ଦଶକ ଧରି ରାଜ୍ୟର ଶାସନ ଡୋରୀକୁ ନିଜ ନିୟନ୍ତ୍ରଣରେ ରଖିଥିଲେ। କିନ୍ତୁ ୨୦୨୪ର ନିର୍ବାଚନ ଓ ତାହା ପରବର୍ତ୍ତୀ ଘଟଣାବଳୀ ଏହି ଦୀର୍ଘ ଯୁଗରେ ଏକ ନୂତନ ମୋଡ଼ ଆଣିଦେଲା। ଏବେ ଲୋକମାନେ ଯେଉଁ ପ୍ରଶ୍ନ ଉଠାଉଛନ୍ତି, ତାହା ହେଲା ନବୀନଙ୍କୁ … Continue reading Pandian has cleverly outmaneuvered Naveen II ନବୀନଙ୍କୁ ପଦାରେ ପକାଇଦେଲେ ପାଣ୍ଡିଆନ!