ନବୀନ ନିବାସରେ ଉଠିଲା ‘ପାଣ୍ଡିଆନ୍‍ ଗୋ ବ୍ୟାକ୍‍’, ‘ସସ୍ମିତଙ୍କୁ ନିଲମ୍ବନ କର’

ଏକୁଟିଆ ମୁନା ଖାନ୍‍ ପାଇଁ ଆଜି ନବୀନ ନିବାସ ପଡ଼ିଛି ଉଠିଛି। ବରିଷ୍ଠଙ୍କ ଅନେକ ଯୁକ୍ତି  ଯେଉଁଠି ଫସର ଫାଟିଥିଲା, ମୁନାଙ୍କ ଆସିବା ପରେ ଖୋଦ ନବୀନ ବି ଆଉ ଘର ଭିତରେ ବସିବାକୁ ସକ୍ଷମ ହୋଇନାହାନ୍ତି। ବାଧ୍ୟ ହୋଇ ବାହାରକୁ ଆସି ନିଜର ଭାବମୂର୍ତ୍ତିକୁ ରକ୍ଷା କରିବାକୁ ଚାହିଁଛନ୍ତି। ଏହା ହେଉଛି ଆଜିର କଥା। ଆଜି ନବୀନ ନିବାସରେ ସାଂସଦ ମୁନା ଖାନ୍‍ ବିରୋଧୀ ଦଳ ନେତା ତଥା ବିଜେଡି ମୁଖିଆଙ୍କୁ ଭେଟିବା ବେଳର କଥା। … Continue reading ନବୀନ ନିବାସରେ ଉଠିଲା ‘ପାଣ୍ଡିଆନ୍‍ ଗୋ ବ୍ୟାକ୍‍’, ‘ସସ୍ମିତଙ୍କୁ ନିଲମ୍ବନ କର’