ଦୀର୍ଘ ୨୪ ବର୍ଷ ହେଲା ଶାସନରେ ଥାଇ ବିଜେଡି ଯେଉଁମାନଙ୍କ ଦାବିକୁ ଉପହାସ କରୁଥିଲା ଆଜି କିନ୍ତୁ ତାହାକୁ ଜବରଦସ୍ତ ସମର୍ଥନ କରୁଛି। ସେମାନଙ୍କ ସଂଖ୍ୟା ଅନୁସାରେ ଭାଗିଦାରୀ ବଢ଼ାଇବାକୁ ଦାବି କରୁଛି। ଛକ ବଜାର ବୁଲି ବୁଲି ନେତାଏଁ ରଡ଼ି କରୁଛନ୍ତି। କିନ୍ତୁ କାହିଁକି? ହଠାତ୍ ଏମିତି କ’ଣ ହେଲା ଯେ ବିଜେଡିର ନୀତିରେ ପରିବର୍ତ୍ତନ ହୋଇଗଲା? ଏ ପ୍ରଶ୍ନ ଖୋଜିଲାବେଳକୁ ମୂଳ ଯାଇ ପାଣ୍ଡିଆନ୍ଙ୍କ ପାଖରେ ଅଟକୁଛି। ଆଇଏଏସ୍ ଛାଡ଼ିଥିବା ତାଙ୍କ ପତ୍ନୀ ସୁଜାତା … Continue reading Pandian Centric BJD ; OBC discussion for Sujatha ।। ପାଣ୍ଡିଆନ୍ କୈନ୍ଦ୍ରିକ ବିଜେଡି; ସୁଜାତାଙ୍କ ପାଇଁ ଓବିସି ଚର୍ଚ୍ଚା
Copy and paste this URL into your WordPress site to embed
Copy and paste this code into your site to embed