ସଂସଦରେ ପାଣ୍ଡିଆନ ଶିବିରର ‘ଚେକ୍‌ମେଟ୍’ || Pandian camp’s ‘checkmate’ in Parliament

ରାଜନୀତିରେ କୌଣସି ନିଷ୍ପତ୍ତି ଆକସ୍ମିକ ନୁହେଁ। ଯେବେ ବିଜୁ ଜନତା ଦଳ ତାର ସବୁଠାରୁ ଦକ୍ଷ ଏବଂ ବାଗ୍ମୀ ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କୁ ରାଜ୍ୟସଭା ନେତା ପଦରୁ ହଟାଇଲା, ସେତେବେଳେ ଅନେକ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଥିଲା। କିନ୍ତୁ ଶେଷରେ ଯେଉଁ ନାମ ଉପରେ ମୋହର ବାଜିଲା, ତାହା ପ୍ରମାଣ କଲା ଯେ ଦଳରେ ଏବେ ବି ‘ପାଣ୍ଡିଆନ ଗୋଷ୍ଠୀ’ର ଦବଦବା ଅକ୍ଷୁର୍ଣ୍ଣ ରହିଛି। ମାନସ ମଙ୍ଗରାଜଙ୍କୁ ରାଜ୍ୟସଭା ନେତା, ସୁଲତା ଦେଓଙ୍କୁ ଉପନେତା ଏବଂ ମୁଖ୍ୟ … Continue reading ସଂସଦରେ ପାଣ୍ଡିଆନ ଶିବିରର ‘ଚେକ୍‌ମେଟ୍’ || Pandian camp’s ‘checkmate’ in Parliament