ଏହି ସବୁ ଦେଶଙ୍କ ସହିତ ପାକିସ୍ତାନର ସମ୍ପର୍କ ଖରାପ, ଭାରତ ସହ ଯୁଦ୍ଧ ପରିସ୍ଥିତିରେ ତାଲିବାନ କରିପାରେ ପଛପଟୁ ଆକ୍ରମଣ!

ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ହତ୍ୟାପରେ ପାକିସ୍ତାନ ପୁଣିଥରେ ସମଗ୍ର ବିଶ୍ୱର ନଜରରେ ରହିଛି। ଭାରତ ସହିତ ତା’ର ବିବାଦ ସାଧାରଣ କଥା, ଯାହା ବିଭାଜନ ପରଠାରୁ ଲାଗି ରହିଛି। ବିଶ୍ୱର ଅନେକ ଦେଶ ତାକୁ ଆତଙ୍କବାଦର ପୃଷ୍ଠପୋଷକ ଦେଶଭାବେ ଦେଖୁଛନ୍ତି। ପାକିସ୍ତାନ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ବୋଲି ଅନେକ ଥର ପ୍ରମାଣିତ ହୋଇଛି। ୯/୧୧ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓସାମା ବିନ ଲାଦେନକୁ ଏକ ବିଶେଷ ଅପରେସନ ଚଳାଇ ଆମେରିକା ପାକିସ୍ତାନ … Continue reading ଏହି ସବୁ ଦେଶଙ୍କ ସହିତ ପାକିସ୍ତାନର ସମ୍ପର୍କ ଖରାପ, ଭାରତ ସହ ଯୁଦ୍ଧ ପରିସ୍ଥିତିରେ ତାଲିବାନ କରିପାରେ ପଛପଟୁ ଆକ୍ରମଣ!