ପାକିସ୍ତାନର ହଜିଲା ନିଦ; ଭାରତରେ ନିର୍ମାଣ ହେବ ଏହି ଅସ୍ତ୍ର || Pakistan’s lost dream; this weapon will be made in India

ଭାରତ ଏବଂ ଫ୍ରାନ୍ସ ମିଳିତ ଭାବରେ ଭାରତରେ ହାମର କ୍ଷେପଣାସ୍ତ୍ର ନିର୍ମାଣ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରୁଛନ୍ତି। ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଗସ୍ତରେ ଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ତିନି ଦିନିଆ ସରକାରୀ ଗସ୍ତ ସମୟରେ ଭାରତରେ ମିଳିତ ଭାବରେ ହାମର କ୍ଷେପଣାସ୍ତ୍ର ନିର୍ମାଣ ପାଇଁ ଦୁଇ ଦେଶ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଭାରତ ଫ୍ରାନ୍ସରୁ ୧୧୪ଟି ଅତିରିକ୍ତ ରାଫେଲ କ୍ରୟ କରିବା … Continue reading ପାକିସ୍ତାନର ହଜିଲା ନିଦ; ଭାରତରେ ନିର୍ମାଣ ହେବ ଏହି ଅସ୍ତ୍ର || Pakistan’s lost dream; this weapon will be made in India