ପାକିସ୍ତାନ ଜାତକରେ ଅଙ୍ଗଭଙ୍ଗ ଯୋଗ,ପୁଣି ବିଖଣ୍ଡିତ ହେବ ଆତଙ୍କସ୍ତାନ
ଉରୀ, ପୁଲୱାମା ଏବଂ ଏବେ ପେହଲଗାମର ପ୍ରତିଶୋଧ। ଗତକାଲି ରାତି ଦେଢ଼ଟା ବେଳେ ଭାରତ ପାକିସ୍ତାନ ଏବଂ ପିଓକେର ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଛି। ଭାରତର ଏହି କାର୍ଯ୍ୟରେ ପାକିସ୍ତାନ ଭୟଭୀତ ହୋଇଛି। କିନ୍ତୁ ଜ୍ୟୋତିଷଶାସ୍ତ୍ର ଅନୁସାରେ, ଆଗାମୀ ଦିନରେ ପାକିସ୍ତାନର ସହ ଆହୁରି ଅନେକ ଖରାପ ଘଟଣା ଘଟିବ। ପାକିସ୍ତାନର ଖଣ୍ଡବିଖଣ୍ଡିତ ହେବାର ମଧ୍ୟ ଯୋଗ ତିଆରି ହେଉଛି। ଅନ୍ୟପକ୍ଷରେ, ଭାରତ ଜାତକରେ ଚାଲୁଥିବା ଯୋଗ ଅନୁସାରେ, ସେପ୍ଟେମ୍ବର ମାସରେ ଭାରତର … Continue reading ପାକିସ୍ତାନ ଜାତକରେ ଅଙ୍ଗଭଙ୍ଗ ଯୋଗ,ପୁଣି ବିଖଣ୍ଡିତ ହେବ ଆତଙ୍କସ୍ତାନ
Copy and paste this URL into your WordPress site to embed
Copy and paste this code into your site to embed