Pakistan’s hockey team to be allowed to compete at Asia Cup in India ।। ଭାରତ ଆସିବ ପାକିସ୍ତାନ ହକି ଟିମ୍

ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ୍ ସିନ୍ଦୂର ପରେ ଭାରତ-ପାକିସ୍ତାନ ଖରପାରୁ ଅତି ଖରାପ ହୋଇଯାଇଛି। ତେବେ ଏହାରି ଭିତରେ ଆସିଛି ଏକ ବଡ ଖବର। ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଥରେ କ୍ରୀଡା ଇଭେଣ୍ଟ ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନ ଟିମକୁ ଏକ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ଆସିବାକୁ ଅନୁମତି ମିଳିଥିବା ସୂଚନା ମିଳିଛି। ଆସନ୍ତା ମାସରେ ଭାରତରେ ହକି ଏସିଆ କପ୍ ଆୟୋଜନ ହେବାକୁ ଯାଉଛି ଏବଂ ଏଥିପାଇଁ ପାକିସ୍ତାନ ହକି … Continue reading Pakistan’s hockey team to be allowed to compete at Asia Cup in India ।। ଭାରତ ଆସିବ ପାକିସ୍ତାନ ହକି ଟିମ୍