ପାକିସ୍ତାନର ଦୋସ୍ତ ତୁର୍କୀର ହିନ୍ଦୁ ବିରୋଧୀ ଇତିହାସ ଢେର ପୁରୁଣା
ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଆତଙ୍କବାଦୀମାନଙ୍କ ବିରୁଦ୍ଧରେ ଅପରେସନ ସିନ୍ଦୁର ଆରମ୍ଭ କରିଥିଲା, ତେବେ ସାରାବିଶ୍ୱର ସମର୍ଥନ ମିଳିଥିଲା। ଯଦିଓ ତୁର୍କୀ ଏହି ଆତଙ୍କବାଦ ବିରୋଧୀ ଅଭିଯାନରେ ପାକିସ୍ତାନର ସାଙ୍ଗରେ ରହିଥିଲା। ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିବା ୪୦୦ ଡ୍ରୋନଗୁଡ଼ିକୁ ତୁର୍କୀ ଯୋଗାଇ ଦେଇଥିଲା। ଏହା ସେହି ତୁର୍କୀ, ଯାହାକୁ ଭୂମିକମ୍ପବେଳେ ପ୍ରଥମେ ସାହାଯ୍ୟର ହାତ ବଢ଼ାଇଥିଲା ଭାରତ। କିନ୍ତୁ ମାସ କେଇଟାରେ ତୁର୍କୀ ସେହି ସାହଯ୍ୟକୁ ଭୁଲି ଭାରତ ବିରୋଧରେ … Continue reading ପାକିସ୍ତାନର ଦୋସ୍ତ ତୁର୍କୀର ହିନ୍ଦୁ ବିରୋଧୀ ଇତିହାସ ଢେର ପୁରୁଣା
Copy and paste this URL into your WordPress site to embed
Copy and paste this code into your site to embed