ପାକିସ୍ତାନର ‘ଫିନାନସିଆଲ୍ ବ୍ରେକିଂ ପଏଣ୍ଟ’ || Pakistan’s ‘financial breaking point’

ଇତିହାସ ନିଜକୁ ଦୋହରାଏ, କିନ୍ତୁ ପାକିସ୍ତାନ କ୍ଷେତ୍ରରେ ଏହା କେବଳ ଦୋହରାଉ ନାହିଁ ବରଂ ଏକ ଭୟଙ୍କର ବିପର୍ଯ୍ୟୟ ଆଡ଼କୁ ଅଗ୍ରସର ହେଉଛି। ପଡ଼ୋଶୀ ଦେଶ ପାକିସ୍ତାନ ଦିନେ ନିଜର ସାମରିକ ଶକ୍ତିକୁ ନେଇ ଗର୍ବ କରୁଥିଲା। ଆଜି ସେହି ପାକିସ୍ତାନ ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ବିଶ୍ୱ ସମୁଦାୟ ଆଗରେ ହାତ ପାତିଛି। ଏବେ ପରିସ୍ଥିତି ଏପରି ଏକ ‘ବ୍ରେକିଂ ପଏଣ୍ଟ’ ବା ଚରମ ସୀମାରେ ପହଞ୍ଚିଛି ଯେଉଁଠାରୁ ଫେରିବା ପାଇଁ କୌଣସି ସହଜ ରାସ୍ତା … Continue reading ପାକିସ୍ତାନର ‘ଫିନାନସିଆଲ୍ ବ୍ରେକିଂ ପଏଣ୍ଟ’ || Pakistan’s ‘financial breaking point’