ସାରାବିଶ୍ୱ ପାଇଁ ଆତଙ୍କ ଅଗ୍ନି-୬କୁ ନେଇ ପାକିସ୍ତାନର ଭୟ! || Pakistan’s fear of Agni-6, a terror for the whole world!

ଭାରତର ଦୀର୍ଘ ପରିସରର ମିସାଇଲ୍ କ୍ଷମତାକୁ ନେଇ ଇସ୍ଲାମାବାଦରେ ଚିନ୍ତା ବଢ଼ିଲା ଭାରତର ସମ୍ଭାବ୍ୟ ଅତ୍ୟାଧୁନିକ ବାଲିଷ୍ଟିକ୍ ମିସାଇଲ୍ “ଅଗ୍ନି-୬” କୁ ନେଇ ପାକିସ୍ତାନରେ ଭୟ ଓ ଚର୍ଚ୍ଚା ତୀବ୍ର ହୋଇଯାଇଛି। ପାକିସ୍ତାନୀ ବିଶ୍ଳେଷକ ଏବଂ କିଛି ରକ୍ଷା ବିଶେଷଜ୍ଞ ଏହାକୁ “ଗ୍ଲୋବାଲ୍ ସିକ୍ୟୁରିଟି ଥ୍ରେଟ୍” ବୋଲି ବର୍ଣ୍ଣନା କରୁଥିବା ବେଳେ, ଭାରତୀୟ ପକ୍ଷ ଏହାକୁ ଦେଶର ସୁରକ୍ଷା ଓ ରଣନୀତିକ ସନ୍ତୁଳନ ପାଇଁ ଆବଶ୍ୟକ ପଦକ୍ଷେପ ବୋଲି ଦେଖୁଛି। ପାକିସ୍ତାନୀ ମୂଳ ନିବାସୀ ଏବଂ ଗ୍ଲାସଗୋ … Continue reading ସାରାବିଶ୍ୱ ପାଇଁ ଆତଙ୍କ ଅଗ୍ନି-୬କୁ ନେଇ ପାକିସ୍ତାନର ଭୟ! || Pakistan’s fear of Agni-6, a terror for the whole world!