ଜମ୍ମୁ ଉପରେ ଆକ୍ରମଣ ବେଳେ ପାକିସ୍ତାନର ଏଫ୍ -୧୬ ବିମାନକୁ ଖସାଇଲା ଏୟାର ଡିଫେନ୍ସ
ପାକିସ୍ତାନ ଭାରତର ଏକାଧିକ ସ୍ଥାନରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଥିଲା, ଯାହାକୁ ଏୟାର ଡିଫେନ୍ସ ସିଷ୍ଟମ ତୁରନ୍ତ ଅଟକାଇଥିଲା। ପାକିସ୍ତାନର ଏଫ୍-୧୬ ବିମାନକୁ ଖସାଇ ଦେଲା ଭାରତ। ଜମ୍ମୁ ଓ ପଞ୍ଜାବର ଏକାଧିକ ସ୍ଥାନରେ ଇସଲାମାବାଦ ଆକ୍ରମଣ କରିବା ପରେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ଏଫ୍-୧୬ ବିମାନକୁ ଖସାଇ ଦେଇଥିଲା। ସେପଟେ ଜମ୍ମୁ-କାଶ୍ମୀରର ଉଧମପୁର ଓ ରାଜସ୍ଥାନର ଜୈସଲମେରରେ ମଧ୍ୟ ଡ୍ରୋନ ଆକ୍ରମଣକୁ ବିଫଳ କରାଯାଇଥିବାବେଳେ ଅଖନୁରରେ ଏକ ଡ୍ରୋନକୁ ଖସାଇ ଦିଆଯାଇଛି। … Continue reading ଜମ୍ମୁ ଉପରେ ଆକ୍ରମଣ ବେଳେ ପାକିସ୍ତାନର ଏଫ୍ -୧୬ ବିମାନକୁ ଖସାଇଲା ଏୟାର ଡିଫେନ୍ସ
Copy and paste this URL into your WordPress site to embed
Copy and paste this code into your site to embed