ଆଫଗାନିସ୍ତାନକୁ ପାକିସ୍ଥାନର ବୋମା ମାଡ଼; ଭାରତ ଉପରେ କାହିଁକି ଖୁସି ତାଲିବାନ ସରକାର? || Pakistan’s bombing of Afghanistan; Why is the Taliban government happy with India?

ପାକିସ୍ତାନ ଆଫଗାନିସ୍ତାନ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ, ଭାରତ ପୁଣି ଥରେ ଆଫଗାନିସ୍ତାନକୁ ଗୁରୁତ୍ୱପୂର୍ଣ୍ଣ ମାନବିକ ସହାୟତା ପ୍ରଦାନ କରିଛି। ଜରୁରୀ ଚିକିତ୍ସାର ଆବଶ୍ୟକତା ପୂରଣ କରିବା ପାଇଁ ଭାରତ କାବୁଲକୁ ୭୩ ଟନ୍ ଜୀବନ ରକ୍ଷାକାରୀ ଔଷଧ, ଟୀକା ଏବଂ ଅତ୍ୟାବଶ୍ୟକୀୟ ପରିପୂରକ ଯୋଗାଇଛି। ଏହି ସହାୟତା ତାଲିବାନ ସରକାରଙ୍କ ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ହସ୍ତାନ୍ତର କରାଯାଇଛି। ଏହା ଆଫଗାନିସ୍ତାନ ପାଇଁ ଅମୂଲ୍ୟ ପ୍ରମାଣିତ ହେବ, ବିଶେଷକରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ। ପାକିସ୍ତାନ ନିଦ ହଜାଇ ଦେବ … Continue reading ଆଫଗାନିସ୍ତାନକୁ ପାକିସ୍ଥାନର ବୋମା ମାଡ଼; ଭାରତ ଉପରେ କାହିଁକି ଖୁସି ତାଲିବାନ ସରକାର? || Pakistan’s bombing of Afghanistan; Why is the Taliban government happy with India?