ଅପରେସନ୍ ସିନ୍ଦୂର ପ୍ରଭାବରେ ଦୋହଲିଗଲା ପାକିସ୍ତାନୀ ସେୟାର ବଜାର

ଭାରତୀୟ ସେନା ଗତକାଲି ରାତିରେ ପାକିସ୍ତାନ ଏବଂ ପିଓକେ (PoK) ଅଞ୍ଚଳରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକ ଉପରେ ମିସାଇଲ ବର୍ଷା କରି ସେଗୁଡ଼ିକୁ ଧୂଳିସାତ କରି ଦେଇଛି। ଯେଉଁଥିରେ ବହୁ ସଂଖ୍ୟାରେ ଆତଙ୍କବାଦୀ ନିହତ ହୋଇଛନ୍ତି। ପାକିସ୍ତାନଦ୍ଵାରା ସ୍ଥାପିତ ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ଵଂସ କରାଯିବା ସହିତ ପାକିସ୍ତାନର ସେୟାର ବଜାର ମଧ୍ୟ ଭୂଶୁଡ଼ି ପଡ଼ିଛି। ଅପରେସନ ସିନ୍ଦୂର ପରେ ସେୟାର ବଜାର ସକାଳେ ୬ ପ୍ରତିଶତ ହ୍ରାସ ପାଇ ଖୋଲିଥିଲା। ଯଦିଓ ପରେ କିଛି ରିକଭରି … Continue reading ଅପରେସନ୍ ସିନ୍ଦୂର ପ୍ରଭାବରେ ଦୋହଲିଗଲା ପାକିସ୍ତାନୀ ସେୟାର ବଜାର