ମଧ୍ୟସ୍ଥତା ଆଳରେ ଇରାନକୁ ସାହାଯ୍ୟ କରୁଥିଲା ପାକିସ୍ତାନ ; ବିଶ୍ୱସ୍ତ ମୁଖା ତଳେ ରାଷ୍ଟ୍ର ମଧ୍ୟରେ ଛଳନା ? || Pakistan was helping Iran under the guise of mediation; Was there a betrayal between the nations under the guise of trust?

ପୂର୍ବତନ ଭାରତୀୟ ସାମରିକ ଅଧିକାରୀ ମେଜର ଜେନେରାଲ ହର୍ଷ କାକର ପାକିସ୍ତାନର ଛଳନା ଏବଂ ଦୋମୁହାଁ ନୀତି ମୁଖା ଖୋଲିଛନ୍ତି । ଆମେରିକୀୟ ସେନେଟର ଲିଣ୍ଡସେ ଗ୍ରାହାମଙ୍କ ଏକ ପୋଷ୍ଟକୁ ପୁନଃ ପୋଷ୍ଟ କରି ହର୍ଷ କାକର ଲେଖିଛନ୍ତି : “ଏହା ପାକିସ୍ତାନ , ଯିଏକି ସବୁବେଳେ ପିଠିରେ ଛୁରୀ ମାରେ । ମଧ୍ୟସ୍ଥତାର ଭୂମିକା ଗ୍ରହଣ କରିବା ସମୟରେ, ଏହା ନିଜ ମାଟିରେ ଇରାନୀ ଜେଟକୁ ଆଶ୍ରୟ ଦେଇଥିଲା । ମିଛ କହୁଥିବା ପାକିସ୍ତାନ ଉପରେ … Continue reading ମଧ୍ୟସ୍ଥତା ଆଳରେ ଇରାନକୁ ସାହାଯ୍ୟ କରୁଥିଲା ପାକିସ୍ତାନ ; ବିଶ୍ୱସ୍ତ ମୁଖା ତଳେ ରାଷ୍ଟ୍ର ମଧ୍ୟରେ ଛଳନା ? || Pakistan was helping Iran under the guise of mediation; Was there a betrayal between the nations under the guise of trust?