ଜିହାଦୀଙ୍କ ପାଇଁ ଆତଙ୍କ ମୁଖାଧାରୀ ବାଇକ୍ ସବାର ଆତତାୟୀ !

Pakistan: ଆତଙ୍କବାଦର ଅନ୍ତୁଡ଼ିଶାଳ ପାକିସ୍ତାନର ଆତଙ୍କ ପୃଷ୍ଠପୋଷକ ମାନେ ଏବେ ଅତ୍ୟନ୍ତ ବ୍ୟଥିତ । କାରଣ ହେଉଛି ଦାରିଦ୍ର୍ୟ, ଅନାହାର ଓ ଘରୋଇ ଆତଙ୍କବାଦ ପାକିସ୍ତାନକୁ ବିଭାଜନ ଆଡ଼କୁ ନେଉଥିବା ବେଳେ ଏବେ ପାକିସ୍ତାନୀ ତାଲିବାନ ପାକିସ୍ତାନକୁ ରକ୍ତାକ୍ତ କ୍ଷତ ଦେଉଛି । ପୁଣି କେତେବେଳେ ବେଲୁଚିସ୍ତାନର ବିଦ୍ରୋହୀ ଯୋଦ୍ଧା ପୁରା ଟ୍ରେନ୍ ଅପହରଣ କରିନେଇ ପାକ୍ ସେନାର ଦୁର୍ବଳତାକୁ ପଦାରେ ପକାଇ ଦେଉଛନ୍ତି । ଏହା ସମସ୍ତେ ଜାଣନ୍ତି ଯେ ଟିଟିପି ଏବଂ ବଲୁଚ ବିଦ୍ରୋହୀ … Continue reading ଜିହାଦୀଙ୍କ ପାଇଁ ଆତଙ୍କ ମୁଖାଧାରୀ ବାଇକ୍ ସବାର ଆତତାୟୀ !