ପାକିସ୍ତାନ ଟ୍ରେନ୍ ଅପହରଣ: ୧୬ ଆତଙ୍କବାଦୀ ନିହତ, ୧୦୪ ଯାତ୍ରୀଙ୍କୁ ଉଦ୍ଧାର କଲା ସୁରକ୍ଷାବାହିନୀ

Pakistan train hijack: ଅନ୍ୟ ଆତଙ୍କବାଦୀମାନେ କିଛି ଯାତ୍ରୀଙ୍କୁ ପାହାଡ଼ ଭିତରକୁ ନେଇ ଯାଇଥିବା ବେଳେ ସୁରକ୍ଷା ବାହିନୀ ଅନ୍ଧାରରେ ସେମାନଙ୍କୁ ପିଛା କରୁଥିବା କୁହାଯାଉଛି। ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶର ଏକ ସୁଡ଼ଙ୍ଗରେ ମଙ୍ଗଳବାର ବେଲୁଚିସ୍ତାନ ଆତଙ୍କବାଦୀମାନେ ଏକ ଯାତ୍ରୀବାହୀ ଟ୍ରେନ୍ ଅପହରଣ କରିବା ପରେ ସୁରକ୍ଷା ବାହିନୀ ୧୬ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିବା ସହ ୧୦୪ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ମଙ୍ଗଳବାର ଅପରାହ୍ନ ସମୟରେ ୯ଟି ବଗିରେ ପ୍ରାୟ ୪୦୦ … Continue reading ପାକିସ୍ତାନ ଟ୍ରେନ୍ ଅପହରଣ: ୧୬ ଆତଙ୍କବାଦୀ ନିହତ, ୧୦୪ ଯାତ୍ରୀଙ୍କୁ ଉଦ୍ଧାର କଲା ସୁରକ୍ଷାବାହିନୀ