କୁକୁର ଭଳି ଶରଣ ପଶିଥିଲା ପାକିସ୍ତାନ
Pakistan: ଆମେରିକୀୟ ଅଧିକାରୀଙ୍କ ଦାବି, ମାଡ଼ ଖାଇବା ପରେ ଭାରତକୁ ଅସ୍ତ୍ରବିରତ ପାଇଁ ବିନତୀ କରିଥିଲା ପାକିସ୍ତାନ। ଭାରତରେ ଲୋକ ଆଇପିଏଲ ପାଇଁ ଡ୍ରିମ୍ ଟିମ୍ ତିଆରି କରୁଥିଲେ। ୪୯ ଟଙ୍କାର କୋଟିପତି ଓ ଥାର କାର ଜିତିବା ପାଇଁ କ୍ରିକେଟ୍ ଏକ୍ସପର୍ଟ ହେଉଥିଲେ ଭାରତୀୟ। ଠିକ୍ ସେହି ହାଲତ ଏବେ ପାକିସ୍ତାନର। ତେବେ ଏଠି କ୍ରିକେଟ୍ ଯୁଦ୍ଧ ନୁହେଁ ,ସେଠି ଅସଲ ଯୁଦ୍ଧକୁ ନେଇ ସୋସିଆଲ ମିଡିଆରେ ପାକିସ୍ତାନୀ ତିଆରି କରୁଛନ୍ତି ମିମ୍। ପାକିସ୍ତାନର ସୋସିଆଲ … Continue reading କୁକୁର ଭଳି ଶରଣ ପଶିଥିଲା ପାକିସ୍ତାନ
Copy and paste this URL into your WordPress site to embed
Copy and paste this code into your site to embed