Pakistan to Pay Heavy Price Manoj Sinha on Terrorism Indus Waters Suspension ।। ଆତଙ୍କବାଦ ପାଇଁ ପାକିସ୍ତାନକୁ ଦେବାକୁ ପଡିବ ବହୁ ମୂଲ୍ୟ : ମନୋଜ ସିହ୍ନା

ଜମ୍ମୁ ଏବଂ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ପୁଣି ଥରେ ପାକିସ୍ତାନ ବିରୁଦ୍ଧରେ ଏକ କଡ଼ା ବାର୍ତ୍ତା ଦେଇଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯେ “ରକ୍ତ ଏବଂ ପାଣି ଏକା ସାଙ୍ଗରେ ପ୍ରବାହିତ ହୋଇ ପାରିବେ ନାହିଁ”, ଏବେ ଭାରତର ପାଣି କେବଳ ଭାରତ ପାଇଁ ଉପଯୋଗୀ ହେବ। ସେ କହିଛନ୍ତି ଯେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ଭାରତ ସରକାରଙ୍କ ନିଷ୍ପତ୍ତି ଐତିହାସିକ ଏବଂ ଆଗାମୀ ସମୟରେ ପାକିସ୍ତାନକୁ ଏହାର ବହୁତ ମୂଲ୍ୟ ଦେବାକୁ … Continue reading Pakistan to Pay Heavy Price Manoj Sinha on Terrorism Indus Waters Suspension ।। ଆତଙ୍କବାଦ ପାଇଁ ପାକିସ୍ତାନକୁ ଦେବାକୁ ପଡିବ ବହୁ ମୂଲ୍ୟ : ମନୋଜ ସିହ୍ନା