Pakistan Sells Balochistan Rare Earth Mineral Treasure To America ।। ଆମେରିକାକୁ ବଲୁଚିସ୍ତାନ ବିକିଦେଲା ପାକିସ୍ତାନ !

ପୂର୍ବରୁ ଆର୍ଥିକ ସଙ୍କଟ ମଧ୍ୟଦେଇ ଗତି କରୁଥିବା ପାକିସ୍ତାନ ବର୍ତ୍ତମାନ ନିଜର ବିଶାଳ ଖଣିଜ ସମ୍ପଦକୁ ବିକ୍ରି କରିବାରେ ଲାଗିଛି। ସମ୍ପ୍ରତି ପାକିସ୍ତାନ ଆମେରିକାର ଏକ ମେଟାଲ କମ୍ପାନୀ ସହ ୫୦୦ ମିଲିୟନ ଡଲାରର ନିବେଶ ଚୁକ୍ତି ସ୍ୱାକ୍ଷର କରିଛି, ଯାହାର ଉଦ୍ଦେଶ୍ୟ ବାଲୁଚିସ୍ତାନ ସମେତ ଦେଶର ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା। ଅଧିକାରୀମାନେ ଏହାକୁ ଦ୍ୱିପାକ୍ଷିକ ଆର୍ଥିକ ସମ୍ପର୍କ ପାଇଁ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି। କିନ୍ତୁ ଏହି ଚୁକ୍ତି ନାଁରେ ପାକିସ୍ତାନ ନିଜର … Continue reading Pakistan Sells Balochistan Rare Earth Mineral Treasure To America ।। ଆମେରିକାକୁ ବଲୁଚିସ୍ତାନ ବିକିଦେଲା ପାକିସ୍ତାନ !