ଆତଙ୍କବାଦୀଙ୍କ ପାଇଁ ଘର ଖୋଜୁଛି ପାକିସ୍ତାନ,ମସୁଦ ଓ ସଇଦ ସେନା ମୁଖ୍ୟାଳୟକୁ ସ୍ଥାନାନ୍ତରିତ

ଅପରେସନ ସିନ୍ଦୁର ଅନର୍ଗତରେ ଭାରତ ପାକିସ୍ତାନର ୯ ଆତଙ୍କବାଦୀ ଆଡ୍ଡାକୁ ମିସାଇଲ ଓ ଡ୍ରୋନ୍ ଦ୍ୱାରା ଟାର୍ଗେଟ୍ କରିଥିଲା। ଯାହାର ଫଳ ହେଉଛି ଏବେ ଆତଙ୍କର ଅନ୍ତୁଡ଼ିଶାଳରେ ଭୟ ଓ ଆତଙ୍କ। ଆତଙ୍କବାଦୀ ଓ ପାକିସ୍ତାନୀ ସେନା ମଧ୍ୟରେ ସମ୍ପର୍କର ପ୍ରମାଣ ଆତଙ୍କବାଦୀଙ୍କ ଜନାଜାରେ ପାକିସ୍ତାନୀ ସେନା ଅଧିକାରିୀଙ୍କ ଉପସ୍ଥିତିରୁ ଜଣାପଡୁଥିଲା। ଏବେ ମିଳୁଥିବା ଖବର ଅନୁସାରେ ପାକିସ୍ତାନୀ ସେନା ଭାରତ ବିରୋଧୀ ୪ ଜଣ ପ୍ରମ୍ମୁଖ ଆତାଙ୍କବାଦୀ ମୁଖିଆଙ୍କୁ ନିଜ ମୁଖ୍ୟାଳୟରେ ଆଶ୍ରୟ ଦେଇଛି। ସେମାନଙ୍କ … Continue reading ଆତଙ୍କବାଦୀଙ୍କ ପାଇଁ ଘର ଖୋଜୁଛି ପାକିସ୍ତାନ,ମସୁଦ ଓ ସଇଦ ସେନା ମୁଖ୍ୟାଳୟକୁ ସ୍ଥାନାନ୍ତରିତ