ଦୁଇଦିନରେ ବରବାଦ, ପାକିସ୍ତାନ ‘ବନ୍ଧୁ’ମାନଙ୍କୁ ମାଗିଲା ସାହାଯ୍ୟ

ବଡ଼ବଡ଼ କଥା କହୁଥିବା ପାକିସ୍ତାନ ମାତ୍ର ଦୁଇଦିନରେ ମାଟି କାମୁଡ଼ିଛି। ବେହାଲ ଅର୍ଥନୀତି ମାଡ଼ ଖାଇ ଭୁଶୁଡ଼ି ପଡ଼ିଛି। ଆଉ ପାକିସ୍ତାନୀ ନେତା ଅଭ୍ୟାସ ମୁତାବକ ବିଦେଶୀ ରାଷ୍ଟ୍ରଙ୍କୁ ସାହାଯ୍ୟ ମାଗିବା ଆରମ୍ଭ କରିଛନ୍ତି। ପାକିସ୍ତାନ ସରକାର ଭିକ୍ଷାଥାଳି ଧରି ନିଜର ସହଯୋଗୀମାନଙ୍କ ପାଖକୁ ପହଞ୍ଚିଯାଇଛି। ସେ ଆହୁରି ଋଣ ମାଗିଛି, ଅର୍ଥାତ୍ ପୂର୍ବରୁ ନେଇଥିବା ଋଣ ସେ ପରିଶୋଧ କରିନାହିଁ, କିନ୍ତୁ ଭାରତ ସହିତ ଯୁଦ୍ଧରେ ଏତେ ବର୍ବାଦୀ ହୋଇଛି ଯେ ଆଉ ଥରେ ଋଣ … Continue reading ଦୁଇଦିନରେ ବରବାଦ, ପାକିସ୍ତାନ ‘ବନ୍ଧୁ’ମାନଙ୍କୁ ମାଗିଲା ସାହାଯ୍ୟ