ଯେସାକୁ ତେସା ନୀତି: ସିମଲା ଚୁକ୍ତିକୁ ରଦ୍ଦ କଲା ପାକିସ୍ତାନ; ଜାଣନ୍ତୁ ଏଲଓସି ଉପରେ ଏହାର ପ୍ରଭାବ

Simla Agreement: ଭାରତ ଗୁରୁବାର ପାକିସ୍ତାନୀ ନାଗରିକମାନଙ୍କୁ ଏପ୍ରିଲ ୨୭ରୁ ଜାରି କରାଯାଇଥିବା ସମସ୍ତ ଭିସାକୁ ରଦ୍ଦ କରିବାକୁ ଘୋଷଣା କରିଛି ଏବଂ ପାକିସ୍ତାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ଯଥାଶୀଘ୍ର ସ୍ୱଦେଶ ଫେରିବାକୁ ପରାମର୍ଶ ଦେଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ୁଥିବାରୁ ଭାରତ ଗୁରୁବାର ପାକିସ୍ତାନୀ ନାଗରିକମାନଙ୍କୁ ଏପ୍ରିଲ ୨୭ରୁ ଜାରି କରାଯାଇଥିବା ସମସ୍ତ ଭିସାକୁ ରଦ୍ଦ କରିବା ସହ ପାକିସ୍ତାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ଯଥାଶୀଘ୍ର ସ୍ୱଦେଶ ଫେରିବାକୁ ପରାମର୍ଶ … Continue reading ଯେସାକୁ ତେସା ନୀତି: ସିମଲା ଚୁକ୍ତିକୁ ରଦ୍ଦ କଲା ପାକିସ୍ତାନ; ଜାଣନ୍ତୁ ଏଲଓସି ଉପରେ ଏହାର ପ୍ରଭାବ