Pakistan SC grants bail to Imran Khan in May 9 riots cases ।। ଯେଉଁ ମାମଲାରେ ଅସୀମ ମୁନିରଙ୍କ ସହ ଇମ୍ରାନ ଖାନ ନେଇଥିଲେ ପଙ୍ଗା ସେଥିରୁ ମିଳିଲା ମୁକ୍ତି

ପାକିସ୍ତାନର ସୁପ୍ରିମକୋର୍ଟ ଏକା ସାଙ୍ଗରେ ୮ଟି ମାମଲାରେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଗୁରୁବାର ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଇମ୍ରାନ ଖାନଙ୍କ ପାଖରେ ଲୁଚାଇବା ପାଇଁ କିଛି ନାହିଁ। ତାଙ୍କ ବିରୁଦ୍ଧରେ ମାମଲା ପୂର୍ବରୁ ଚାଲିଛି, ତେଣୁ ତାଙ୍କୁ ଜାମିନ ମିଳିବା ଉଚିତ। ଇମ୍ରାନଙ୍କୁ ମେ ୯ ତାରିଖରେ ଏକ ଦୁର୍ନୀତି ମାମଲାରେ ଗିରଫ କରାଯାଇଥିବା ବେଳେ ଏହି ମାମଲାରେ ଜାମିନ ମିଳିଛି। ସୁପ୍ରିମକୋର୍ଟର ତିନି ସଦସ୍ୟ … Continue reading Pakistan SC grants bail to Imran Khan in May 9 riots cases ।। ଯେଉଁ ମାମଲାରେ ଅସୀମ ମୁନିରଙ୍କ ସହ ଇମ୍ରାନ ଖାନ ନେଇଥିଲେ ପଙ୍ଗା ସେଥିରୁ ମିଳିଲା ମୁକ୍ତି