ଚଳିତ ବର୍ଷ ଅର୍ଥାତ୍ ୨୦୨୫ର ହେନଲି ପାସପୋର୍ଟ ସୂଚକାଙ୍କରେ ପାକିସ୍ତାନ ୧୦୦ ତମ ସ୍ଥାନ ପାଇଛି। ହେନଲି ଆଣ୍ଡ ପାର୍ଟନର୍ସ ଦ୍ୱାରା ପ୍ରକାଶିତ ନୂତନ ସୂଚକାଙ୍କରେ, ପାକିସ୍ତାନ ବିଶ୍ୱର ଯୁଦ୍ଧଗ୍ରସ୍ତ ଏବଂ ଗରିବ ଦେଶମାନଙ୍କ ମଧ୍ୟରେ ରହିଛି ହୋଇଛି। ଏହା ସତ୍ତ୍ୱେ, ପାକ୍ ଲୋକମାନେ ହେନଲି ପାସପୋର୍ଟ ସୂଚକାଙ୍କକୁ ଏକ ବଡ଼ ସଫଳତା ବୋଲି କହିଛନ୍ତି। ପାକିସ୍ତାନୀ ଗଣମାଧ୍ୟମ କହିଛି ଯେ ଚାରି ବର୍ଷ ପୂର୍ବେ ୨୦୨୧ ରେ, ସେମାନଙ୍କ ଦେଶର ପାସପୋର୍ଟ ୧୧୩ ତମ ସ୍ଥାନରେ … Continue reading Pakistan Passport Ranks 100th In Henley Passport Index 2025 ।। ବଢିଲା ପାକିସ୍ତାନର ପାସପୋର୍ଟ ରାଙ୍କିଂ, ଭିସା ବିନା ଏହି ଦେଶଗୁଡ଼ିକୁ ଯାତ୍ରା କରିପାରିବେ ପାକିସ୍ତାନୀମାନେ
Copy and paste this URL into your WordPress site to embed
Copy and paste this code into your site to embed