ଆଫଗାନିସ୍ତାନ ଉପରେ ଭାରତ ଭଳି ସର୍ଜିକାଲ ଷ୍ଟ୍ରାଇକ୍ କରିବାକୁ ବାହାରିଥିଲା ପାକିସ୍ତାନ, ଓଲଟା ପଡ଼ିଗଲା ବାଜି

Pakistan Afghanistan War: ତାଲିବାନ ପାକିସ୍ତାନ କୁ ଜବାବ ଦେଇଛି । ପାକିସ୍ତାନ ତା’ର ପଡ଼ୋଶୀ ଦେଶ ଆଫଗାନିସ୍ତାନ ଉପରେ ଭାରତ ଭଳି ସର୍ଜିକାଲ ଷ୍ଟ୍ରାଇକ୍ କରିବାକୁ ଦାବି କରୁଥିଲା, କିନ୍ତୁ ତାଲିବାନ ଏହାର ଜବାବ ପଥରରେ ଦେଇଥିଲା। ତିନିବର୍ଷ ତଳେ ଯେତେବେଳେ ଆଫଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ହୋଇଥିଲା, ସେତେବେଳେ ପାକିସ୍ତାନୀ ସେନା, ଆଇଏସଆଇ ଓ ନେତା ଖୁସ୍ ଥିଲେ। ପାକିସ୍ତାନ ନିଜେ ନିଜକୁ ସାବାସୀ ଦେଉଥିଲା। ପାକିସ୍ତାନର ମୁଲ୍ଲାମୌଲବି ଖୁସିର ଗଦଗଦ ହେଉଥିଲେ। କିନ୍ତୁ କିଛିଦିନ … Continue reading ଆଫଗାନିସ୍ତାନ ଉପରେ ଭାରତ ଭଳି ସର୍ଜିକାଲ ଷ୍ଟ୍ରାଇକ୍ କରିବାକୁ ବାହାରିଥିଲା ପାକିସ୍ତାନ, ଓଲଟା ପଡ଼ିଗଲା ବାଜି